ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବଡ଼ ସଫଳତା
ଢେଙ୍କାନାଳ : ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବଡ଼ ସଫଳତା ମିଳିଛି l ସାଧାରଣ ଭୋଟର ମାନେ କାମର ରାଜନୀତିକୁ ଭୋଟଦେଇ ଜିତାଇଛନ୍ତି…
Adarsha plus
ଢେଙ୍କାନାଳ : ଗୁଜୁରାଟ ଓ ପଞ୍ଜାବ ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବଡ଼ ସଫଳତା ମିଳିଛି l ସାଧାରଣ ଭୋଟର ମାନେ କାମର ରାଜନୀତିକୁ ଭୋଟଦେଇ ଜିତାଇଛନ୍ତି…
କାମାକ୍ଷାନଗର:୨୩/୦୬/୨୫: ହାଟ କରିବାକୁ ଯାଉଥିବା ବେଳେ ଅଜଣା ଗାଡି ଧକ୍କା ରେ ବୃଦ୍ଧ ମୃତଆଳତୁମା ବ୍ରିଜ ନିକଟ ବାଇପାସ ପାଲଟିଛି ମରଣଯନ୍ତା । କାମାକ୍ଷାନଗର ଥାନା ୫୩…
କାମାକ୍ଷାନଗର:୨୨/୦୬/୨୫:ନବୀନ ଙ୍କ ଶୀଘ୍ରସୁସ୍ଥତା ପାଇଁ କାମାକ୍ଷାନଗର ରେ ବିଜେଡି ତରଫରୁ ସାମୁହିକ ଦୀପଦାନ ଓ ପୂଜାର୍ଚନା ।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଙ୍କର…
କାମାକ୍ଷାନଗର :୨୨/୦୬/୨୫:ଗଞ୍ଜେଇ ଚୋରା ଚାଲାଣ ବେଳେ ଗଞ୍ଜେଇ ବେପାରୀ କୁ ମାଡିବସିଲା ପୋଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ।କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ…
ପରଜଙ୍ଗ:୨୨/୦୬/୨୫:ବ୍ଲକ ସ୍ତରୀୟ ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ।ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ପବିତ୍ର ଶ୍ରାଦ୍ଧ ଦିବସ ଅବସରେ ବ୍ଲକ ସ୍ତରୀୟ ଗୋପବନ୍ଧୁ…
ପରଜଙ୍ଗ:୨୨/୦୬/୨୫: ଗୋରୁ ବୋଝେଇ ବୋଲେରୋ ସମେତ ଦୁଇ ବାଇକ୍ ଜବତ,୨୬ ଗୋରୁ ଉଦ୍ଧାରପରଜଙ୍ଗ: ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧିନସ୍ଥ ଝରଣବାହାଳ ଗ୍ରାମ ଜଙ୍ଗଲରୁ ଶନିବାର ରାତିରେ…
କାମାକ୍ଷାନଗର:୨୧/୦୬/୨୫: କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ପ୍ରେକ୍ଷାଳୟରେ ଯୋଗ ଦିବସ ପାଳିତ lଆଜି ହେଉଛି ବିଶ୍ୱ ଯୋଗ ଦିବସ ଏହାକୁ ନେଇ ସାରା ବିଶ୍ୱ ଯୋଗ ଦିବସ ପାଳନ…
କାମାକ୍ଷାନଗର :୧୯/୦୬/୨୫: ହଇଜା କୁ ନେଇ କାମାକ୍ଷାନଗର ସହର ରେ ଏନଏସି ତରଫରୁ ସତର୍କତା,ଦୋକାନ ରୁ ଦୋକାନ ବୁଲି ସଚେତନତା କଲେ ଏନଏସି କର୍ତ୍ତୃପକ୍ଷ l ରାଜ୍ୟରେ…
କାମାକ୍ଷାନଗର : ୧୯/୦୬/୨୫ :ଭାରସାମ୍ୟ ହରାଇ ଲୁହା ଡିଭାଇଡର ଉପରେ ଚଢ଼ି ଓଲଟିଲା ପିକଅପ ଭ୍ୟାନ, ଡ୍ରାଇଭର ସମେତ ଦୁଇ ଗୁରୁତର lକାମାକ୍ଷାନଗର ଥାନା ୫୩ ନମ୍ବର…