ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣୀ ଶିବିର ତା ୨୦-୧୧-୨୦୨୩ ରିଖରେ ଓଡାପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣୀ ଶିବିରରେ ଓଡାପଡା ବ୍ଲକ ଅଧ୍ୟକ୍ଷା, ଆରକ୍ଷୀ ଅଧିକ୍ଷକ,ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳ ସଦରଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ୧୨୬ଟି ଅଭିଯୋଗର ଶୁଣାଣୀ କରିଥିଲେ । CMO Odisha Information & Public Relations Department, Government of Odisha.
![]()
