ଜିଲ୍ଲା ଯୋଜନା କମିଟି ନିର୍ବାଚନରେ ସନ୍ଦୀପ ଷଢ଼ଙ୍ଗୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଯୋଜନା କମିଟିରେ ଖାଲି ପଡିଥିବା ଅର୍ବାନ ଲୋକାଲ ବଡି ମେମ୍ବର ପଦବୀ ପୂରଣ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଏହି ପଦବୀ ନିମନ୍ତେ ଢେଙ୍କାନାଳ ପୌରସଂସ୍ଥାର ୱାର୍ଡ ନଂ-୬ ର କାଉନସିଲର ସନ୍ଦୀପ ଷଢ଼ଙ୍ଗୀ ( ଡୁଗୁ ) ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସନ୍ଦୀପଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
![]()
