ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆର୍ଥିକ ବର୍ଷ ୨୦୨୩-୨୪ ର ଦୀପାବଳି ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଗୃହ ନିର୍ମାଣ ଲକ୍ଷ୍ୟ ପୂରଣ କରିଥିବାରୁ ଢେ଼ଙ୍କାନାଳ ଜିଲ୍ଲା କୁ ସମ୍ମାନିତ କରାଯାଇଛି। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।
![]()
