ଢେଙ୍କାନାଳରୁ ଜବତ ହେଲା ୧୮ କେ.ଜି ଗଞ୍ଜେଇ

Adarsha Plus love with social

ଢେଙ୍କାନାଳ : ଢେଙ୍କାନାଳ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ହାତରେ ଲାଗିଛି ୧୮ କେ.ଜିର ଗଞ୍ଜେଇ । ଯାହା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଗତ ଅକ୍ଟୋବର ୧ ତାରିଖ ଦିନ ୧୧. ୩୦ ମିନିଟରେ ସମୟରେ ଏକ ଖବର ପାଇ ସବ୍ ଇନ୍ସପେକ୍ଟର ଘନିଷ୍ଠ ମାହାନ୍ତ ଓ ଢେଙ୍କାନାଳ ଟାଉନ ଥାନା ପୋଲିସ ଏକ ସ୍ୱତନ୍ତ୍ର ଦଳ ସହର ନିକଟବର୍ତ୍ତୀ କୋରିଆଁ ନିକଟରୁ ତିନୋଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ ପାଇଥିଲେ ଓ ୩ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ । ସେମାନେ ହେଲେ ମଜବୁର ମଣ୍ଡଳ ( ୩୬), ରାକେଶ ସିଲ୍ (22), ମୋହର ଶେଖ (୪୫) । ସମସ୍ତେ ମୋରସିଦାବାଦ ପଶ୍ଚିମବଙ୍ଗର ହୋଇଥିବା ଜଣା ପଡ଼ିଛି । ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ : ବିଜ୍ଞାନ ମହାନ୍ତି

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!