ପରଲୋକ ରେ ହାସ୍ୟ ଅଭିନେତା ରବି ଶତପଥୀ ।

Adarsha Plus love with social

ଆରପାରିରେ ଓଡ଼ିଆ ଯାତ୍ରା ଜଗତର ବର୍ଷୀୟାନ ହାସ୍ୟ ଅଭିନେତା ରବି ଶତପଥୀ । ଗତ କାଲି ସଂଧ୍ୟା ୭ଟା ୪୦ରେ ପୈତୃକ ଗାଁ ଜଗତସିଂହପୁର ଜିଲ୍ଲାର ଅଗପାଳରେ ଅଭିନେତା ରବି ଶତପଥୀଙ୍କ ପରଲୋକ ଘଟିଛି । ଦୀର୍ଘଦିନ ହେବ ସେ ଫୁସଫୁସ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ନିଖୁଣ ଅଭିନୟ ବଳରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ରବି । ୪୦୦ରୁ ଉର୍ଦ୍ଧ୍ବ ଯାତ୍ରା ପେଣ୍ଡାଲରେ ନାଟକ ପରିବେଷଣ କରିଥିଲେ ରବି । ଚଳିତ ବର୍ଷ ହଠାତ ଦେହ ଅସୁସ୍ଥ ହୋଇ ତାଙ୍କର ବାନ୍ତି ହୋଇଥିଲେ । ଘର ଲୋକ ହସ୍ପିଟାଲ ନେବା ପରେ ଜାଣିବାକୁ ପାଇଥିଲେ ସେ କ୍ୟାନସରରେ ଆକ୍ରାନ୍ତ ବୋଲି ।

Loading


Adarsha Plus love with social

One thought on “ପରଲୋକ ରେ ହାସ୍ୟ ଅଭିନେତା ରବି ଶତପଥୀ ।

Leave a Reply

Your email address will not be published. Required fields are marked *

error: Content is protected !!