ଏଇତ ଦୁନିଆଁ

Adarsha Plus love with social

ତାରିଖ ୨୭/୦୪/୨୪, ଶନିବାର

୧-କନ୍ଦେଇବ ଆହୁରି ୫ ଦିନ, ୨ ଡିଗ୍ରୀ ବଢିବ ଦିନ ତାପମାତ୍ରା,୪୩ ଡିଗ୍ରୀ ଉପରେ ୧୨ ସହର, ୪୪.୬ ଡିଗ୍ରୀ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ।

୨-ଭୁବନେଶ୍ୱର:ମେ’ ୨୭ରେ JEE Advanced, ଆଜିଠୁ ପଞ୍ଚିକରଣ ଆରମ୍ଭ।

୩-ଭୁବନେଶ୍ୱର: ରମାଦେବୀ ଛାତ୍ରୀଙ୍କ ଆନ୍ଦୋଳନ ପରେ ଘୁଞ୍ଚିଲା ପରୀକ୍ଷା।

୪-ଭୁବନେଶ୍ୱର:ଏଣିକି +୨ରେ ଆଗୁଆ ପାଠପଢ଼ା, ଫେବୃୟାରୀ ଦ୍ବିତୀୟ ସପ୍ତାହରୁ ହେବ ଥିଓରୀ ପରୀକ୍ଷା।

୫-ଛୁଆଙ୍କୁ କାଳ ମୋବାଇଲ ଡିସପ୍ଲେ ଲାଇଟ୍,୩ ହଜାର ଶିଶୁଙ୍କ ଦୃଷ୍ଟି ଶକ୍ତି କମିଗଲାଣି।

୬-ଭୁବନେଶ୍ୱର: ତିନି ଦଳରେ ଚାଲିଛି ଭିତିରିଆ ଗେମ୍ ପ୍ଲାନ୍, ନିର୍ବାଚନରେ ବିଭୀଷଣ ବିଗାଡିବେ ଖୋଳ।

୭-ନୂଆଦିଲ୍ଲୀ:ଭିଭିପିଏଟି- ଇଭିଏମ୍ ଯାଞ୍ଚ୍ ମାମଲା-ସବୁ ଆବେଦନ ଖାରଜ।

୮-ଢେଙ୍କାନାଳ : ନିଆଁ ଲାଗି ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ‌

୯-୨୮ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା।

୧୦-ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ । ଉମରକୋଟ ଗସ୍ତବେଳେ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ ଓ ପୁଲିସ।

୧୧-ଧାମନଗରରେ ପାଠୁଆ ନେତାଙ୍କ ଲଢ଼େଇ । ବିଜେପି ପ୍ରାର୍ଥୀ ଇଂଜିନିୟର ସୂରଜ ସୂର୍ଯ୍ୟବଂଶୀଙ୍କୁ ଟକ୍କର ହେଉଛନ୍ତି ବିଜେଡି ପ୍ରାର୍ଥୀ ଡାକ୍ତର ସଂଜୟ ଦାସ।

୧୨-ଶାହଙ୍କ ଗୁରୁମନ୍ତ୍ର ପରେ ଫ୍ରଣ୍ଟ ଫୁଟ୍‌ରେ BJP; ନବୀନ ସରକାରକୁ ଓପାଡ଼ି ଫିଙ୍ଗିବାକୁ ବ୍ଲୁ ପ୍ରିଣ୍ଟ।

୧୩-ଭୁବନେଶ୍ୱର:୧୪୦ କୋଟିରେ ପାରାଦୀପ ପ୍ଲାଷ୍ଟିକ ପାର୍କର ବିକାଶ, କାର୍ଯ୍ୟକ୍ଷମ ହେବ ୧୫ ଶିଳ୍ପ ୟୁନିଟ୍।

୧୪-ଭଞ୍ଜନଗର, ମୁଜାଗଡ ପଞ୍ଚାୟତ:୧୦୭ ବର୍ଷରେ ଭୋଟ ଦେବେ ହାଡୁ ଅଜା।

୧୫-ନୁଆ ପଡ଼ା:ଗାଡି ଚେକିଂ ବେଳେ ଟଙ୍କା ଜବତ, ଓଡ଼ିଶାରୁ ଛତିଶଗଡ଼ ଯିବା ଗାଡିରୁ ମିଳିଲା ୩ ଲକ୍ଷ ୬୯ ହଜାର ଟଙ୍କା।

୧୬-ସୁନ୍ଦରଗଡ଼:ଠକେଇ କରି ପରିବାର ଗିରଫ, ଲୁଟିଥିଲେ ୧୫ ଲକ୍ଷରୁ ଅଧିକ ଟଙ୍କା।

୧୭-ଜମୁଛି ନିର୍ବାଚନୀ ପ୍ରଚାର । ବିଭିନ୍ନ ସ୍ଥାନରେ ରାଜନୈତିକ ମାହୋଲ ବେଶ ସରଗରମ, ଭିନ୍ନ ଭିନ୍ନ ମୁଦ୍ଦା ନେଇ ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ।

୧୮-ବଡ଼ଚଣାରେ ବର୍ଷାଙ୍କ ନିର୍ବାଚନୀ ପ୍ରଚାର, କହିଲେ- ନିଷ୍ଠାର ସହ ବଡ଼ଚଣାବାସୀଙ୍କ ସେବା କରିବି।

୧୯-ତେଲେଙ୍ଗାନା:ରେଜଲ୍ଟ ବାହାରିବାର କିଛି ଘଣ୍ଟାରେ ଜୀବନ ହାରିଲେ ୭ଛାତ୍ରଛାତ୍ରୀ; ଫେଲ୍ ହୋଇଥିବାରୁ ନେଲେ ଚରମ ନିଷ୍ପତ୍ତି !

୨୦-IPL:ଫିକା ପଡ଼ିଲା କୋଲକାତାର ବିଶାଳ ସ୍କୋର, ବେୟାରଷ୍ଟୋଙ୍କ ଧୂଆଁଦାର ବ୍ୟାଟିଂରେ ପଞ୍ଜାବର ସହଜ ବିଜୟ।

୨୧-ପୁଣେ:ପୁଅକୁ ମାରିବାକୁ ୭୫ ଲକ୍ଷର ସୁପାରୀ, ଅଭିଯୁକ୍ତ ବାପା ସହ ୬ ଜଣଙ୍କୁ ବାନ୍ଧିଲା ପୋଲିସ୍‌।

୨୨-ଭାରତକୁ ଖୁବଶୀଘ୍ର ଆସୁଛି ଏୟାର ଟ୍ୟାକ୍ସି, ଦିଲ୍ଲୀରୁ ଗୁରୁଗ୍ରାମ ଲାଗିବ ମାତ୍ର ୭ ମିନିଟ୍‌।

୨୩-ପାଟନାରେ ବିବାହ ସମାରୋହରେ ବାଣରୁ ଲାଗିଲା ନିଆଁ; ଗୋଟିଏ ପରିବାରର ୬ ମୃତ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!