ଏଇତ ଦୁନିଆଁ

Adarsha Plus love with social

ତାରିଖ:୨୮/୦୯/୨୪, ଶନିବାର

୧-ଆନ୍ଦୋଳନରେ ୧୫ ହଜାର ନର୍ସ, ରାଜ୍ୟସାରା ରୋଗୀ କଲବଲ, ସରକାର ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ:ସଂଘ

୨-ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା:’ଗର୍ବ ଛାଡ଼ି ଜନପ୍ରତିନିଧିଙ୍କୁ ସମ୍ମାନ କର’,ନିୟମିତ ଫିଲ୍ଡ ଭିଜିଟ୍ କରି ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟ ଉପରେ ଗୁରୁତ୍ୱ ଦିଅ ।

୩-ଅଟକିଲା ପୁରୀ- ଭୁବନେଶ୍ୱର ଗ୍ରୋଥ କରିଡ଼ର,୮ ଥାକିଆ ୬୦ କିମି ନୁଆ ରାସ୍ତା ନିର୍ମାଣ ଯୋଜନା ଥିଲା।

୪-ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସି ଅଧ୍ୟକ୍ଷ, ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର।

୫-ଓଡ଼ିଶାରେ ପ୍ରତିଷ୍ଠା ହେବ ନାସନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟି କ୍ୟାମ୍ପସ।

୬-ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ୍ ସଂଶୋଧନ ନେଇ ବୈଠକ, ଶିକ୍ଷକଙ୍କୁ ବାଛିବେ ଶିକ୍ଷାବିତ୍।

୭-ବିଶ୍ୱ ପର୍ଯ୍ୟଟନ ଦିବସରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ପଶ୍ଚିମ ଓଡ଼ିଶାରେ ହେବ ଚିଡ଼ିଆଖାନା।

୮-ଖୁବଶୀଘ୍ର ପୂରଣ ହେବ ୧୫୦୦ ପ୍ରାଧ୍ୟାପକ ପଦ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ।

୯-ନାକଟିଦେଉଳ:ଆସୁନି ମୋବାଇଲ୍ ସିଗନାଲ୍, ଗଛ ଉପରେ ଚଢ଼ି ନେଟୱର୍କ ସର୍ଚ୍ଚ କରୁଛନ୍ତି ଲୋକ।

୧୦-ଅକ୍ଟୋବର ମାସରୁ ମିଳିବ ରାସନ କାର୍ଡ,ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ।

୧୧-ଜୟପୁର:୧୪ ବର୍ଷ ତଳେ ଡିଏଫ୍‌ଓଙ୍କୁ ଧରିଥିଲା ଭିଜିଲାନ୍ସ,ଗତ କାଲି ଆସିଲା ୨ ବର୍ଷ ଜେଲ୍‌ ଦଣ୍ଡାଦେଶ।

୧୨-ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ: ପୋଲିସକୁ ମାଡ଼, ୧୬୩ ଜାରି

୧୩-ଆନ୍ଦୋଳନରେ ନର୍ସିଂ ଅଫିସର; ଟ୍ରେନିଂ ନର୍ସଙ୍କ ଭରସାରେ ସରକାର।

୧୪-ଆଠମଲ୍ଲିକ: ଟ୍ରିପଲ ମର୍ଡର ମାମଲାରେ ୨ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ।

୧୫-ଭରତପୁର କେସ୍‌, ଆଉ ୩ ପୋଲିସ କର୍ମଚାରୀଙ୍କ ହେବ ପଲିଗ୍ରାଫ ଟେଷ୍ଟ।

୧୬-ଡ.ଅଚ୍ୟୁତ ସାମନ୍ତଙ୍କୁ ଷଷ୍ଠ ସମ୍ମାନସୂଚକ ଫେଲୋସିପ୍, ନୂଆଦିଲ୍ଲୀସ୍ଥିତ ଇନ୍‍ଷ୍ଟିଚ୍ୟୁସନ୍‍ ଅଫ୍‍ ଫାୟାର୍‍ ଇଞ୍ଜିନିୟର୍ସ ଇଣ୍ଡିଆ କଲା ସମ୍ବର୍ଦ୍ଧିତ।

୧୭-କୋରାପୁଟ:ଫସିଗଲେ କୁଣ୍ଡୁରା ବ୍ଲକ୍ ସହକାରୀ ଯନ୍ତ୍ରୀ ଶ୍ରୀମତି ଭାନୁମତି ଟୁଡୁ, ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ।

୧୮-ଜଳେଶ୍ଵର:ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ ୪ ନାବାଳକ, ଜଣେ ମୃତ।

୧୯-ଦର୍ଶକଙ୍କ ମନ ଜିତିଲା ଦେବରା ପାର୍ଟ ୱାନ । ୧୨ଘଣ୍ଟାରେ ୩୦କୋଟି ବକ୍ସ ଅଫିସ ଆୟ ।

୨୦-କାନପୁର ଟେଷ୍ଟରେ ବର୍ଷା ସାଜିଲା ବାଧକ, ପ୍ରଥମ ଦିନରେ ଖେଳାଗଲା ମାତ୍ର ୩୫ ଓଭର,ବାଂଲାଦେଶ ୩/୧୦୭।

୨୧-ଜୋମାଟୋରୁ ଆକୃତି ଚୋପ୍ରାଙ୍କ ଇସ୍ତଫା, ରେଗୁଲେଟରୀ ଫାଇଲିଂରେ ସୂଚନା ଦେଲା ସଂସ୍ଥା।

୨୨-ଇଣ୍ଡୋନେସିଆରେ ଭୂସ୍ଖଳନ ପରେ ଭୁଶୁଡ଼ି ପଡ଼ିଲା ସୁନା ଖଣି, ୧୫ ମୃତ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!