ଏଇତ ଦୁନିଆଁ

Adarsha Plus love with social

ତାରିଖ:୧୨/୦୮/୨୪, ସୋମବାର

୧-ବଦଳୁନି ସହରର ଭୁଲ୍ ଇଂରାଜୀ ନାମ, ତ୍ରୁଟି ପୂର୍ଣ୍ଣ ଭାବେ ଲେଖା ଯାଉଛି ଭୁବନେଶ୍ୱର,କଟକ ପରି ବହୁସ୍ଥାନର ନାମ।

୨-ଭୁବନେଶ୍ୱର:ଆଳୁ ଦୋକାନରେ ଚଢାଉ,୯୩୦୯ ଟଙ୍କା ଜୋରିମାନା ଆଦାୟ।

୩-ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।

୪-ମଦ ପିଇ ଗାଡି ଚଳାଇଲେ ନାହିଁ ନିସ୍ତାର । କମିଶନରେଟ ପୋଲିସର ବ୍ଲକିଂ ଓ ଚେକିଂ ଜୋରଦାର।

୫-ଭୁବନେଶ୍ୱର:ଆଳୁ ଯୋଗାଣ ସମସ୍ୟା ନେଇ ମମତାଙ୍କ ସହ କଥା ହେଲେ ମୋହନ।

୬-ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାତାକା ଉତ୍ତୋଳନ କରିବେ।ନୂଆପଡ଼ାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ।

୭-ଧାମନଗରର ୮ ହାଇସ୍କୁଲକୁ ମିଳିବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନ୍ୟତା, ଖୋଲିବ ଏକାଦଶ ଓ ଦ୍ବାଦଶ ଶ୍ରେଣୀ।

୮-ଦେଓଗଡ଼:ତାସ୍ ଖେଳରୁ ହତ୍ୟା କାଣ୍ଡ,୨ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ।

୯-ବୁଲା ବିକାଳିଙ୍କ ଉପରେ ସରକାରଙ୍କ ଆଖି । ଖୁବଶୀଘ୍ର ଚିହ୍ନଟ ହେବେ ଅନୁପ୍ରବେଶକାରୀ । ପରିଚୟ ପତ୍ର ନଥିଲେ ଫେରିବେ ସ୍ୱଦେଶ।

୧୦-କଟକ ସିଡିଏ ସେକ୍ଟର-୧୩ ଦେଇ ଚାଲିଲା ମୋ’ ବସ୍‌।

୧୧-କୋରାପୁଟ : କୋରାପୁଟ ରାଣୀତୋଟା ଫାଣ୍ଡି ଛକରେ, କାର୍-ଅଟୋ ମୁହାଁମୁହିଁ ଧକ୍କା, ୫ ଆହତ।

୧୨-ଦ୍ରୁତ ଗତିରେ ଚାଲିଛି ପୋଲାଭରମ ପ୍ରକଳ୍ପ । ମୋଟୁ ଅଞ୍ଚଳରେ ବଢ଼ୁଛି ଅସନ୍ତୋଷ।

୧୩-ଜଗତପୁର ଶିଳ୍ପାଞ୍ଚଳର ବାସନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କରିଛି ଆୟତ୍ତ।

୧୪-ରାଇରଙ୍ଗପୁର ସାନମଉଦା ଆଦର୍ଶ ବିଦ୍ୟାଳୟ: ଗୋଟିଏ ପ୍ରଶ୍ନର ହୋମଓ୍ବାର୍କ କରି ନ ଥିବାରୁ ଛ ଛାତ୍ରୀଙ୍କୁ ୨୦୦ ଥର ବସ୍ ଉଠ୍ କରାଇଲେ ଶିକ୍ଷୟିତ୍ରୀ।

୧୫-ଚର୍ଚ୍ଚିତ ଆଇଆଇସିଙ୍କ ଚାଲବାଜ ଚେହେରା । ବ୍ୟବସାୟୀ ଦୁବାଇରେ ମାମଲା ବଡଚଣାରେ । ନିର୍ଦୋଷଙ୍କୁ ଜେଲ ପଠାଇ ଫସିଗଲେ ଇନସପେକ୍ଟର!ଦେବେ ୫ ଲକ୍ଷ।

୧୬-ଘୁଞ୍ଚିଲା ଭିନେଶ ଫୋଗଟଙ୍କ ପଦକ ଆବେଦନର ଶୁଣାଣି, ୧୩ ତାରିଖ ରାତି ୯ଟା ୩୦ରେ ହେବ ଭିନେଶଙ୍କ ଶୁଣାଣି।

୧୭-ଦେଶର ୬ଟି ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ଦେଲେ କେନ୍ଦ୍ର ସରକାର, ହେଲେ ଓଡିଶାକୁ ମିଳିଲାନି ଭାଗ । ଉଠିଲା ପ୍ରଶ୍ନ, ଓଡିଶାକୁ ଅଣଦେଖା କାହିଁକି?

୧୮-ଓ୍ବାୟନାଡ: ଭୂସ୍ଖଳନ ଅଞ୍ଚଳ ବୁଲିଲେ ମୋଦି, ହସ୍ପିଟାଲରେ ପୀଡ଼ିତଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଲେ।

୧୯-କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି:SC/ST ସଂରକ୍ଷଣରେ ଲାଗୁ ହେବ ନାହିଁ କ୍ରିମି ଲେୟର।

୨୦-ହିଣ୍ଡେନବର୍ଗ ରିପୋର୍ଟ ବିଦ୍ଵେଷପୂର୍ଣ୍ଣ, ନିରର୍ଥକ ଏବଂ କାରସାଦିଯୁକ୍ତ: ଆଦାନୀ ଗ୍ରୁପ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!