ଏଇତ ଦୁନିଆଁ

Adarsha Plus love with social

ତାରିଖ:୧୩/୦୮/୨୪, ମଙ୍ଗଳବାର

୧-ମହଙ୍ଗା ମାଡ଼:ଆଳୁ ପରେ ପିଆଜ କିଲୋ ୫୦ ଡେଇଁଲା।

୨-୧୮ ଯାଏଁ ବର୍ଷା ସମ୍ଭାବନା, ହୀରାକୁଦ ଜଳସ୍ତର ୬୧୩ଫୁଟ,୨ ଫାଟକ ଖୋଲା।

୩-ଭୁବନେଶ୍ୱର:ହର୍ ଘର୍ ତ୍ରିରଙ୍ଗା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

୪-ପ୍ରାକ୍ତନ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ୧୦ ଫ୍ଲାଟ୍,୭ ପ୍ଲଟ ଓ ୨.୫କିଲୋ ସୁନା ଠାବ।

୫-ଜାତୀୟ ସ୍ତରରେ ଦୁର୍ବଳ ଓଡ଼ିଶା ସରକାରୀ ବିଶ୍ଵବିଦ୍ୟାଳୟ, ଶ୍ରେଷ୍ଠ ୧୦୦ ତାଲିକାରେ କେବଳ ଓୟୁଏଟି ଏବଂ ଦୁଇ ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନ।

୬-କଟକ:ବଦଳିଲାନି ନିଷ୍ପତ୍ତି, ଅଗଷ୍ଟ ୧୭ରେ ହେବ ଓଟିଇଟି।

୭-ବଢୁଛି ଅନଲାଇନ୍ ଗେମ୍ ଠକେଇ, ଶୂନ୍ୟରୁ ନିୟନ୍ତ୍ରଣ, ଧରାପଡୁ ନାହାଁନ୍ତି ଠକ।

୮-ଭୁବନେଶ୍ୱର:୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ।

୯-ଶ୍ରାବଣ ଚତୁର୍ଥ ସୋମବାର, ଶ୍ରୀଲିଙ୍ଗରାଜଙ୍କୁ ଜଳ ଲାଗି କଲେ ୧୦ ହଜାର କାଉଡ଼ିଆ।

୧୦-ବିଜେପିର ପ୍ରତିଶ୍ରୁତି ପାଣିର ଗାର- ନବୀନପଟ୍ଟନାୟକ,୧୬ଅଗଷ୍ଟରୁ ବିଜେଡି ଆରମ୍ଭ କରିବଜନଜାଗରଣ ଅଭିଯାନ।

୧୧-ନୂଆଁଖାଇରେ ମିଳିବ ସିଏମ କିଷାନ ଟଙ୍କା! ଚାଷୀଙ୍କ ଖାତାକୁ ଟଙ୍କା ପଠାଇବେ ମୋହନ!

୧୨-କାର୍ଯ୍ୟରେ ଯୋଗଦେଲ କଟକ ଜିଲ୍ଲାର ନୂଆ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ।

୧୩-UNESCO କଳିଙ୍ଗ ପୁରସ୍କାର ବନ୍ଦ ନ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ।

୧୪-ଜଳେଶ୍ଵର ପୁଲିସକୁ ବଡ଼ ସଫଳତା,୭ ଜଣିଆ ଗ୍ୟାଙ୍ଗ୍ ଗିରଫ।

୧୫-ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ: ୨୦୦୬ରେ ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଚର୍ଚ୍ଚାରେ ଥିଲେ।

୧୬-କେନ୍ଦ୍ରାପଡା,ଅଳପୁଆ: ବ୍ରାହ୍ମଣୀ ଘାଟରେ ଅଘଟଣ, ମହିଳାଙ୍କୁ ଟାଣିନେଲା କୁମ୍ଭୀର।

୧୭-୫ ବର୍ଷ ପରେ ଓଡ଼ିଶାରେ ରହିବେନି ଭୂମିହୀନ କିମ୍ବା ବାସହୀନ: ସୁରେଶ ପୂଜାରୀ

୧୮-RRB Paramedical Recruitment: ପୂରଣ ହେବ ୧୩ ଶହରୁ ଅଧିକ ପଦବୀ;ଏହି ନିଯୁକ୍ତି ମାଧ୍ୟମରେ ନର୍ସିଂ ଅଧୀକ୍ଷକ, ସ୍ୱାସ୍ଥ୍ୟ ଏବଂ ମ୍ୟାଲେରିଆ ନିରୀକ୍ଷକ ଗ୍ରେଡ୍ III, ଫାର୍ମାସିଷ୍ଟ, ଲାବୋରେଟୋରୀ ଆସିଷ୍ଟାଣ୍ଟ ଗ୍ରେଡ୍ II ସମେତ ଅନେକ ପଦବୀ ପୂରଣ ହେବ।

୧୯-ବିହାର ଜେହନାବାଦ ଜିଲ୍ଲାର ଏକ ସିଦ୍ଧେଶ୍ୱର ମନ୍ଦିର:ମହାଦେବଙ୍କୁ ଜଳଲାଗି ହେଲା ଜୀବନର ଶେଷଯାତ୍ରା; ଚାଲିଗଲା ୭ ଜୀବନ।

୨୦-୨୦୨୪ ଆର୍ଥିକ ବର୍ଷରେ ୩୮ ହଜାର କର୍ମଚାରୀ ଛଟେଇ କରିଛି ରିଲାଏନ୍ସ ରିଟେଲ୍ସ: ବାର୍ଷିକ ରିପୋର୍ଟରୁ ଖୁଲାସା।

୨୧-ପୂଜା ଖେଡକରଙ୍କୁ ବଡ଼ ଆଶ୍ଵସ୍ତି; ଗିରଫଦାରୀ ଉପରେ ଲାଗିଲା ରୋକ୍।

୨୨-ପ୍ରକାଶ ପାଇଲା ଏନଆଇଆରଏଫ ରାଙ୍କିଂ: ଆଇଆଇଟି ମାଡ୍ରାସ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ।

୨୩-ଏଣିକି ଆଇଫୋନ୍‌ ଚଲାଇବା ହେବ ମହଙ୍ଗା, ପ୍ରତି ମାସ ଦେବାକୁ ପଡ଼ିବ ୧୬୦୦ ଟଙ୍କା।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!