ଆଇପିଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ମଡକର ସନ୍ଦୀପ ସଂପଦ ଢ଼େଙ୍କାନାଳ ଏସ୍‌ପି

Adarsha Plus love with social

ଆଇପିଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ଏହି ପ୍ରକ୍ରିୟାରେ ବଦଳିଛନ୍ତି ଭୁବନେଶ୍ୱର-କଟକ ପୁଲିସ୍ କମିଶନର। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବରିଷ୍ଠ ଆଇପିଏସ୍ ଅଫିସର ସଞ୍ଜୀବ ପଣ୍ଡା ହୋଇଛନ୍ତି ଟ୍ୱିନ୍‌ ସିଟିର ନୂଆ ପୁଲିସ୍ କମିଶନର। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ

୧) ସଞ୍ଜୀବ ପଣ୍ଡା – ଭୁବନେଶ୍ୱର-କଟକ ପୋଲିସ କମିଶନର

୨) ସୌମେନ୍ଦ୍ର ପ୍ରିୟଦର୍ଶୀ – ଗୁଇନ୍ଦା ନିର୍ଦ୍ଦେଶକ

୩)ସନ୍ତୋଷ ବାଲା- ପୋଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ

୪)ହିମାଂଶୁ ଲାଲ – ଉତ୍ତରାଞ୍ଚଳ ଆଇଜି

୫) ଦୀପକ କୁମାର – ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି

୬)ସତ୍ୟବ୍ରତ ଭୋଇ – ପୂର୍ବାଞ୍ଚଳ ରେଞ୍ଚ ଆଇଜି

୭) ଜୟନାରାୟଣ ପଙ୍କଜ – ଦକ୍ଷିଣାଞ୍ଜଳ ଆଇଜି

୮)ବି.ଯୁଗଳ କିଶୋର – କେନ୍ଦ୍ରାପଡ଼ା ଏସ୍‌ପି

୯) ମଡକର ସନ୍ଦୀପ ସଂପଦ- ଢ଼େଙ୍କାନାଳ ଏସ୍‌ପି

୧୦) ବିବେକାନନ୍ଦ ଶର୍ମା – ହେଡକ୍ୱାର୍ଟର ଏଆଇଜି

୧୧) ଜ୍ଞାନରଞ୍ଜନ ମହାପାତ୍ର – ସ୍ପେଶାଲ ବ୍ରାଞ୍ଚ ଏସ୍‌ପି

୧୨) ଅମରେଶ ପଣ୍ଡା – ପୋଲିସ ମୁଖ୍ୟାଳୟ ଏଆଇଜି

୧୩) ପି.କେ ମିଶ୍ର – ରାଉରକେଲା ରେଲୱେ ଏସ୍‌ପି

୧୪)ରାମ ପ୍ରସାଦ ସାହୁ – ଦେବଗଡ଼ ଏସ୍‌ପି

୧୫) ହରିଶ ବି.ସି – ରାୟଗଡ଼ା ଏସ୍‌ପି

୧୬) ୟସପ୍ରତାପ ଶ୍ରୀମଲ – ସୋନପୁର ଏସ୍‌ପି

୧୭) କନୱର ବିଶାଲ ସିଂହ – କଟକ ଡିସିପି

୧୮- ପିନାକ ମିଶ୍ର- ପୁରୀ ଏସ୍‌ପି

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!