ଏଇତ ଦୁନିଆ 25.1.2024

Adarsha Plus love with social

୧-୨୭ରେ ସମଲେଇ ଲୋକାର୍ପଣକୁ ନେଇ ବଢୁଛି ଉତ୍କଣ୍ଠା, ମହାଯଜ୍ଞ ପାଇଁ ସଂପନ୍ନ ହୋଇଛି ଅଙ୍କୁରାରୋପଣ।

୨-ଭୁବନେଶ୍ୱର:୨୬ରୁ ପାଗ ପରିବର୍ତ୍ତନ,୧୨ ଜିଲ୍ଲାକୁ ଘନ କୁହୁଡି ସତର୍କତା।

୩-ଭୁବନେଶ୍ୱର:ଝିଅ ଜନ୍ମ ହେଲେ ପିତାମାତା ହେବେ ସମ୍ବର୍ଦ୍ଧିତ: ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ

୪-ଭୁବନେଶ୍ୱର:୧୦ ସୁଦ୍ଧା ରୁପାନ୍ତରିତ ହେବ ସବୁ କଲେଜ, ଆରମ୍ଭ ହେବ ଖାଲି ପଡିଥିବା ଅଧ୍ୟାପକ ପଦବୀ ନିଯୁକ୍ତି ପ୍ରକ୍ରିୟା।

୫-ବାଙ୍ଗିରିପୋଷି:ଓଲଟିଲା ଧଉଳି ଗଣନାଟ୍ୟର ଯାତ୍ରା ପାର୍ଟି ଟ୍ରକ,୬ ମୃତ୍ୟୁ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୬-ଆଇପିଏସ ସ୍ତରରେ ଅଦଳବଦଳ, ସଂଜୀବ ପଣ୍ଡା ହେଲେ କଟକ-ଭୁବନେଶ୍ୱର ଟୁଇନ ସିଟି ପୁଲିସ କମିଶନର।

୭-କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ବାଉଁଶଟାଙ୍ଗର ଗାଁ:ବ୍ୟାପୁଛି ଝାଡ଼ାବାନ୍ତି ; ୧୦ରୁ ଉର୍ଦ୍ଧ ଆକ୍ରାନ୍ତ।

୯-ଭିଜିଲାନ୍ସ ଜାଲରେ ବିଶୋଇ ବ୍ଲକ୍ ବିପିଏମ୍ ଓ କୋଅର୍ଡିନେଟର, ଚାକିରି କରାଇବା ପାଇଁ ନେଉଥିଲେ ୬୦ ହଜାର ଟଙ୍କା ଲାଞ୍ଚ।

୧୦-ଶିମିଳିପାଳରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ, ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା।

୧୧-ବାରଙ୍ଗ:ରାଜଧାନୀରେ ନିଦ ହଜାଇଲେଣି ପେଟ୍ରୋଲ ଚୋର ଗ୍ୟାଙ୍ଗ, ବଢିବାରେ ଲାଗିଛି ଲୋକଙ୍କ ଅସନ୍ତୋଷ।

୧୨-କଂଗ୍ରେସରେ ମିଶିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଦୁଇ ସପ୍ତାହ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା।

୧୩-କଟକ ଓ ଭୁବନେଶ୍ବରରେ କୋହଲା ପାଗ ସାଙ୍ଗକୁ ଲାଗି ରହିଛି ବର୍ଷା।

୧୪-କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଅନ୍ତରୀଣ ରହିତାଦେଶ ବଳବତ୍ତର, ୩୦ସୁଦ୍ଧା ସତ୍ୟପାଠ ଦାଖଲ ନିର୍ଦ୍ଦେଶ।

୧୫-ରିଲିଜ୍ ପୂର୍ବରୁ ବଡ଼ ଝଟକା, ଗଲ୍ଫ ଦେଶରେ ବ୍ୟାନ୍ ହେଲା ‘ଫାଇଟର’।

୧୬-କର୍ତ୍ତବ୍ୟ ପଥରେ ଗଢ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼, ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଉନ୍ନତିର ଦେବ ବାର୍ତ୍ତା।

୧୭-କୌଶଳ ଭବନକୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

୧୮-ପରୀକ୍ଷା ପେ ଚର୍ଚ୍ଚା ପାଇଁ ୨ କୋଟି ୨୬ ଲକ୍ଷ ପଞ୍ଜିକରଣ।

୧୯-ଇଣ୍ଡିଆମେଣ୍ଟକୁ ବଡ ଝଟକା: ଏକାକୀ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

୨୦-ୟୁକ୍ରେନ ସୀମାରେ ରୁଷ ବିମାନ ଦୁର୍ଘଟଣାଗସ୍ତ । ଦୁର୍ଘଟଣାରେ ଏବେ ସୁଦ୍ଧା ୭୦ ରୁ ଅଧିକ ମୃତ୍ୟୁ ସୂଚନା, ଦୁର୍ଘଟଣାସ୍ଥଳ ରୁଷର ବେଲଗୋରୋଡ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!