ଆସେଟ ପକ୍ଷରୁ ଶିଶୁ ଦିବସ ପାଳିତ ।

Adarsha Plus love with social

ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ଶିକ୍ଷା ଅନୁଷ୍ଠାନ ଆସେଟ୍ ପକ୍ଷରୁ ପବିତ୍ର ଶିଶୁ ଦିବସ ଓ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ଧୁମଧାମରେ ପାଳନ କରାଯାଇଛି । ଆସେଟ୍ ର ଅଧକ୍ଷ ପ୍ରଭାତ କୁମାର ଦେହୁରୀଙ୍କ ଅଧକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଆଦର୍ଶ ଛାତ୍ରଛାତ୍ରୀ ଭାବେ ସୂଚୀ ସାହୁ,ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ,ସ୍ମୃତିପ୍ରଭା ଜେନାଙ୍କୁ ନଗଦ ଅର୍ଥରାଶି ସହିତ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଆସେଟ୍ ରେ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକା ଶକ୍ତିମୟୀ ମହାପାତ୍ର, ଶିଳ୍ପା ନାୟକ, ପ୍ରତିଭା ପାଣି, ମୋନାଲିଶା ସାହୁ, ଶୁଶ୍ରୀ ଶ୍ୱେତାପଦ୍ମା, ସୁମୋନିକା କାଣ୍ଡି, ସ୍ୱପ୍ନା ରାଣୀ ବିଶ୍ୱାଳ, ନରେଶ ପଟ୍ଟନାୟକ, ଆଦିତ୍ୟ ନାୟକ, ପ୍ରିୟଙ୍କା ସାହୁ, ଭ୍ୟାନମ୍ ରେପ୍ଲିକା , ଅବିନାଶ ସାହୁ ଓ ଅଫିସ୍ ଇଂଚାର୍ଜ ବିଜୟଲଷ୍ମୀ ଦେହୁରୀ ଯୋଗଦେଇ ଶିଶୁ ଦିବସ ସମ୍ପର୍କରେ ଆଲୋଚନା କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।ଶେଷରେ କେକ୍ କାଟି ଶିଶୁ ଦିବସ ପାଳନ କରାଯାଇଥିଲାl

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!