କିଏ ଜିତିବ ବାଜି ?

Adarsha Plus love with social

ଆଜି ହେଉଛି ଟିମ୍ ଇଣ୍ଡିଆ ପାଇଁ ସଂଘର୍ଷ ପୂର୍ଣ୍ଣ ସମୟ । ଆଉ କିଛି ସମୟ ପରେ ଭାରତ ଖେଳିବାକୁ ଯାଉଛି ଦିନିକିଆ ବିଶ୍ୱ କପ୍ ର ଦଶମ ତମ ମ୍ୟାଚ। ପୂର୍ବରୁ ୯ ଟି ମ୍ୟାଚ ଖେଳି ନିଜର ପାରଦର୍ଶିତା ଦେଖାଇ ୯ଟି ଯାକ ମ୍ୟାଚରେ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଆଜି ମହାରାଷ୍ଟ୍ରର ମୁମ୍ବାଇ ସହରରେ ଅବସ୍ଥିତ ୱାଙ୍ଖଡେ ଷ୍ଟାଡିୟମ ଠାରେ ହେବାକୁ ଥିବା ସେମିଫାଇନାଲରେ ଟିମ୍ ଇଣ୍ଡିଆ ସହିତ ନିୟୁଜଲ୍ୟାଣ୍ଡର ହେବ ଆମ୍ନାସାମ୍ନା । ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ରୋହିତ ଶର୍ମା ଥିବା ବେଳେ ନିୟୁଜଲ୍ୟାଣ୍ଡର ଅଧିନାୟକତ୍ୱ କରିବେ କେନ୍. ୱିଲିଆମ୍ ସନ୍।

ରବିବାର ଦିନ ହୋଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ନେଦରଲ୍ୟାଣ୍ଡ ବିପକ୍ଷରେ ୧୬୦ ରନ୍ ରେ ବିଜୟ ହାସଲ କରି କୋଟି କୋଟି ଭାରତୀୟ ମାନଙ୍କୁ ଦୀପାବଳୀର ଉପହାର ଦେଇଥିଲେ । ଭାରତର ବ୍ୟାଟସ୍ ମ୍ୟାନଙ୍କ ମଧ୍ୟରେ ରୋହିତ ଶର୍ମା, KL ରାହୁଲ, ସୁବମନ୍ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟର ଏବଂ ସୁରିୟ କୁମାର ୟାଦବ ଖେଳୁଥିବା ବେଳେ ବୋଲିଙ୍ଗରେ ବୁମରାହ୍, କୂଲଦୀପ ୟାଦବ, ମହମ୍ମଦ ଶିରାଜ, ମହମ୍ମଦ ସାମୀ ରହ…

Loading


Adarsha Plus love with social

One thought on “କିଏ ଜିତିବ ବାଜି ?

Leave a Reply

Your email address will not be published. Required fields are marked *

error: Content is protected !!