#ରଥଯାତ୍ରା
ପୁରୀକୁ ଗଡିବ ୧ ହଜାର ବସ୍
➡️ଏଥର ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ଏକ ହଜାର ବସ୍ l
➡️ଘରୋଇ ବସ୍ ମାଲିକ ସଂଘ ସହ ବୈଠକ ପରେ ପରିବହନ କମିଶନରଙ୍କ ସୂଚନା l
➡️ପୁରୀ ତାଳବଣିଆ ଏବଂ ମାଳତିପାଟପୁରରେ ହେବ ବସ୍ ପାର୍କିଂ l
➡️ବସ୍ ରହଣିସ୍ଥଳରୁ ରଥ ଦେଖିବା ପାଇଁ ରହିବ ବ୍ୟାଟେରୀ ଗାଡ଼ି l
➡️ଧାର୍ଯ୍ୟଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ l
➡️ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି l
![]()
