ଏଇତ ଦୁନିଆଁ

Adarsha Plus love with social

ଢେଙ୍କାନାଳ:୦୧/୧୧/୨୪, ଶୁକ୍ରବାର

୧-ଦେଶ ସାରା ଦୀପାବଳିର ଧୁମ୍‌ । ଗାଁଠୁ ନେଇ ସହର ଯାଏ ଉତ୍ସବର ମାହୋଲ l

୨-ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ; ଶ୍ରୀମନ୍ଦିରରେ ଆଜି ଦୀପାବଳି l

୩-ଦୀପାବଳିରେ ଅଘଟଣ, ଭୁବନେଶ୍ବର ବାପୁଜୀ ନଗରରେ ଲାଗିଲା ନିଆଁ,୩ଟି କ୍ୟାବିନ ଭସ୍ମୀଭୂତ ହୋଇଛି l

୪-କାମାକ୍ଷାନଗର,ମଠକରଗୋଳା ଗାଁ:ଅନୈତିକ ସମ୍ପର୍କକୁ ବିରୋଧ କରିବାରୁ ଘରେ ପଶି ଯୁବକଙ୍କୁ ଖଣ୍ଡାରେ ସଙ୍ଘବଦ୍ଧ ଆକ୍ରମଣ l

୫-ସୁନ୍ଦରଗଡ:ପରକୀୟା ପ୍ରୀତିରୁ ୫ଜଣଙ୍କୁ ହତ୍ୟା ଘଟଣା, ୧୩ ଅଟକ l

୬-ରାଜ୍ୟସଭା ସାଂସଦ ମୁନ୍ନା ଖାନଙ୍କ ଦମ୍ଭୋକ୍ତି, ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବିଜେଡି l

୭-ମୁନ୍ନା ଖାଁଙ୍କୁ ଜୟ ନାରାୟଣଙ୍କ ଦୃଢ ଜବାବ, କହିଲେ- ଅଙ୍କ ବୋଧେ ଜାଣି ନାହାନ୍ତି, ୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ ସନ୍ଦେହ l

୮-ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଲେ ଭକ୍ତ l

୯-ବଜାର ଗଲେ, ଦୀପ କିଣିଲେ ମୁଖ୍ୟମନ୍ତ୍ରୀ; ଜଣାଇଲେ ଦୀପାବଳିର ଶୁଭେଚ୍ଛା l

୧୦-ପାଟଣାଗଡ଼ରେ ବାଣ ବିସ୍ଫୋରଣ, ଜଳି ଗଲା ଆସବାବପତ୍ର ଓ ଦୁଇ ବାଇକ୍ l

୧୧-ଜମି ନେଇଗଲା ଜୀବନ, ପୁରୀ ସଦର ସମଗରାରେ ବାପା-ପୁଅଙ୍କୁ ହାଣି ହତ୍ୟା l

୧୨-କଳାହାଣ୍ଡି ଜିଲ୍ଲା ଗୋବର ବାହାଲୀ ଜୋରଠାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ,ଯୁବତୀ ମୃତ, ଚାଳକ ଗୁରୁତର l

୧୩-ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଓଡିଶା ପର୍ଯ୍ୟଟନ ଶିଳ୍ପରେ ପୁଞ୍ଜିନିବେଶକୁ କରିବ ତ୍ୱରାନ୍ୱିତ l

୧୪-ପିପିଲି :ଗାଁ ମହିଳାଙ୍କୁ ମିଠା ବାଣ୍ଟି ଦୀପାବଳୀ ପାଳିଛନ୍ତି ପୁରୀ ସାଂସଦ ଓ ପିପିଲି ବିଧାୟକ l

୧୫-‘ଦାନା’ର ସଫଳ ମୁକାବିଲା ପରେ ମା’ ସମଲେଇଙ୍କୁ ଦର୍ଶନ କଲେ ରାଜସ୍ବ ମନ୍ତ୍ରୀ, ମା’ ଡାକ ଶୁଣିଲେ, ଜିରୋ କାଜୁଆଲଟି ହେଲା l

୧୬-ନୟାପଲ୍ଲୀ:ରାଜଧାନୀରେ ପୁଣି ଲଜ୍ଜା, ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାକୁ ଗଣଦୁଷ୍କର୍ମ l

୧୭-ନୂଆ ଦିଲ୍ଲୀ:ଦୀପାବଳିରେ ଅଣନିଶ୍ୱାସୀ ହୋଇପଡ଼ିଛି ରାଜଧାନୀ । ଖରାପ ବାୟୁ ଗୁଣବତ୍ତା ମାନ ୪୦୦ ପାର l

୧୮-LPGରୁ କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ; ନଭେମ୍ବର ୧ରୁ ହେବ ୬ ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କ ପକେଟରେ ପଡ଼ିବ ପ୍ରଭାବ l

୧୯-ନାବାଳିକା କେୟାର ଟେକରକୁ ପିଟିପିଟି ହତ୍ୟା ଅଭିଯୋଗ, ବେଙ୍ଗାଳୁରୁରେ ଓଡ଼ିଆ ଦମ୍ପତି ଗିରଫ

୨୦-ବିପିଏଲ୍ କମ୍ପାନୀ ପ୍ରତିଷ୍ଠାତା ଟି.ପି. ଗୋପାଳନ ନାମ୍ବିଆରଙ୍କର ପରଲୋକ, ଦେଶ ପାଇଁ ତାଙ୍କ ଅବଦାନ ଅନେକ l

୨୧-ଅଯୋଧ୍ୟା ଦୀପୋତ୍ସବରେ ଦୁଇ ଗିନିଜ୍ ରେକର୍ଡ:ସର୍ବାଧିକ ସଂଖ୍ୟକ ଲୋକଙ୍କ ଆଳତି,ଏକକାଳୀନ ୨୫,୧୨,୫୮୫ଟି ଦୀପ ପ୍ରଜ୍ବଳନ l

୨୨-ନୂଆଦିଲ୍ଲୀ: ଗୁଜୁରାଟ କେଓ୍ବାଡିଆରୁ ଆତଙ୍କବାଦୀ ମାନଙ୍କୁ କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯିଏ ଭାରତ ସହ ଲାଗିବ ତାକୁ ଛଡାଯିବନି l

୨୩-ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା : ୯୫ ଜଣଙ୍କ ମୃତ୍ୟୁ , ଅନେକ ନିଖୋଜ l

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!