Adarsha Plus love with social
Adarsha Plus love with social ତାରିଖ:୨୬/୦୩/୨୫, ବୁଧବାର ୧-ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ମୋହନ ସରକାରଙ୍କ ପୁଣି ନାଲି ଆଖି, ଅବସର ଆଗରୁ ଚାକିରିରୁ ବିଦା ପାଇଁ ଚେତାବନୀ। ୨-ବିଶୃଙ୍ଖଳିତ ଆଚରଣ ପାଇଁ ବିଧାନସଭାରୁ କଂଗ୍ରେସର ୧୨ ଜଣ ବିଧାୟକ ନିଲମ୍ବିତ। ୩-ଭୁବନେଶ୍ୱର:ଭିତରେ-ବାହାରେ ମୁହାଁମୁହିଁ, ଭୋକ ଉପାସରେ ପୁଲିସ ଘେରରେ ୧୩ କଂଗ୍ରେସ ବିଧାୟକ।ପୋଡିୟମ ତଳେ ରାତି କଟିଲା। ୪-ସ୍କୁଲ ପିଲାଙ୍କୁ ଏଣିକି ସପ୍ତାହକୁ ମିଳିବ ୪ଟି ଅଣ୍ଡା, ଆସନ୍ତା ଶିକ୍ଷାବର୍ଷରୁ ହେବ ଲାଗୁ। ୫-ଆସନ୍ତାକାଲି ବିଧାନସଭା ଘେରିବ କଂଗ୍ରେସ, […]

Adarsha Plus love with social