ଏଇତ ଦୁନିଆଁ

Adarsha Plus love with social

ତାରିଖ:୧୬/୦୮/୨୪, ଶୁକ୍ରବାର

୧-ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଦନ: ଖାଲିଥିବା ଦେଢ ଲକ୍ଷ ପଦବୀ ପୂରଣ ପାଇଁ ପଦେକ୍ଷପ ନେବାକୁ ଦେଲେ ପ୍ରତିଶ୍ରୃତି।

୨-ଆଡ଼ପ ପହଣ୍ଡି ବେଳେ ବଡ ଠାକୁର ପଡିବା ପଛର କାରଣ କଣ? ରିପୋର୍ଟ ପ୍ରଦାନ କଲେ ତଦନ୍ତ କମିଟି।

୩-ମାସିକଧର୍ମ ପାଇଁ ମହିଳାମାନଙ୍କୁ ଗୋଟିଏ ଦିନ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ।

୪-ରାଜନଗର ବ୍ଲକ ବଳରାମପୁର ଗାଁ:ସ୍ୱାଧୀନତା ଦିବସରେ ଭୟଙ୍କର ଅଗ୍ନି କାଣ୍ଡ । ଘର ସହ ଜଳିଗଲେ ଭାଇଭଉଣୀ।

୫-ରାଜ୍ୟରେ ଆଗାମୀ ୫ରୁ ୭ ଦିନ ଯାଏଁ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ।

୬-ବଅଁରପାଳ ସନ୍ତ୍ରୀ ଗାଁ:କଇଁଚି ଭୁସି ହତ୍ୟା, ମୃତ ଦେହ ଜବତ କଲା ପୁଲିସ।

୭-କିଟ୍ ଓ କିସ୍ ରେ ୭୮ତମ ସ୍ବାଧିନତା ଦିବସ ପାଳିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

୮-ନେମାଳ ଚିତ୍ରୋତ୍ପଳା ନଦୀ:ନଦୀକୁ ଡେ଼ଇଁଲେ ମହିଳା,ଏ ଯାଏଁ ମିଳିନି ପତ୍ତା।

୯-କଂଗ୍ରେସର ନୂଆ ଷ୍ଟିୟରିଂ କମିଟିରେ ନାହାନ୍ତି ତାରା, ନରସିଂହ, ନିରଞ୍ଜନ, ପ୍ରସାଦଙ୍କ ଭଳି ଅଭିଜ୍ଞ।

୧୦-ବାଲେଶ୍ବର ପଣାପଣା ସମବାୟ ସମିତିରେ ବଡ଼ ଘୋଟାଲା; ୪୦୦୦ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡ଼ପ।

୧୧-ବରଗଡ଼ରେ ଡାଏରିଆ ଆତଙ୍କ, ଗୋଟିଏ ପରିବାରର ୨ ମୃତ, ଗାଁରେ ପହଞ୍ଚିଲା ମେଡିକାଲ ଟିମ୍‌।

୧୨-ସମ୍ବଲପୁର:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବାଇକକୁ ପିଟିଲା ବସ୍, ୨ ମୃତ।

୧୩-ମାଲକାନଗିରି: ମାଓବାଦୀଙ୍କ ବର୍ବରତା, ପୋଲିସ ଇନଫର୍ମର ସନ୍ଦେହରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା।

୧୪-ପାରାଦୀପରୁ ୧୦ ସନ୍ଦିଗ୍ଧ ମତ୍ସ୍ୟଜୀବୀ ଅଟକ, ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହ।

୧୫-ବଜାରକୁ ଆସିଲା OLA ମଡେଲର ଇଲେକ୍ଟ୍ରିକ ବାଇକ,ଦାମ ୭୪,୯୯୯ ଟଙ୍କାରୁ ଆରମ୍ଭ ହେଉଅଛି ।

୧୬-ବ୍ୟାଙ୍କରେ ଚାକିରି ସୁଯୋଗ, ଇଣ୍ଡିଆନ ବ୍ୟାଙ୍କରେ ପୂରଣ ହେବ ୩୦୦ ଅଫିସର ପଦବୀ।ଅନ୍‌ଲାଇନ୍ ଆବେଦନ କରନ୍ତୁ:ୱେବ୍‌ସାଇଟ୍‌ https://Indianbank.in

୧୭-କୋଲକାତା:RG Kar ମେଡିକାଲ କଲେଜରେ ହିଂସାକାଣ୍ଡ, ମେସିନ ଭାଙ୍ଗିଦେଲେ ଲୋକେ।

୧୮-ଲାଲକିଲ୍ଲାରେ ମୋଦିଙ୍କ ବଡ଼ ଘୋଷଣା, ୫ ବର୍ଷରେ ସୃଷ୍ଟି ହେବ ୭୫ ହଜାର ମେଡିକାଲ୍ ସିଟ୍‌।

୧୯-ଝାରଖଣ୍ଡ,କୋଲିବିରା:ବଜ୍ରପାତ ବିଭୀଷିକା, ୩ ଖେଳାଳିଙ୍କ ଆକସ୍ମିକ ନିଧନ।

୨୦-ରୁଷର ସୁଦଜା ସହର ଉପରେ କବଜା କଲେ ୟୁକ୍ରେନ ସୈନିକ, ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ଼ ଘୋଷଣା।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!