ଏଇତ ଦୁନିଆଁ

Adarsha Plus love with social

ତାରିଖ:୨୯/୦୭/୨୪, ସୋମବାର

୧-BSKY-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଦ୍ବନ୍ଦ:ଅନ୍ଧାରରେ ହିତାଧୀକାରୀ, ଡାକ୍ତରଖାନା କର୍ତ୍ତୃପକ୍ଷ।

୨-ରାଜ୍ୟରେ ୯ଲକ୍ଷ ଯୁବକ ଯୁବତୀ ବେକାର, ନିଯୁକ୍ତି ସୂଚକାଙ୍କର ୨୨ ରାଜ୍ୟ ମଧ୍ୟରେ ପଛରେ ଓଡ଼ିଶା।

୩-ମନ୍ କି ବାତ୍ ରେ ସମ୍ବଲପୁରୀ ଶାଢ଼ିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ।

୪-ଦୋଷା-ଚାଟ୍-ଆଳୁଦମ୍-ଗୁପଚୁପ୍ ରୁ କମିଲା ଆଳୁ,ଦର ବୃଦ୍ଧି ଯୋଗୁଁ କ୍ଷତି ସହୁଛନ୍ତି ଖାଦ୍ୟ ବ୍ୟବସାୟୀ।

୫-କଟକ: ବୋର୍ଡ଼ରେ ୭୦୦ ବଦଳରେ ଅଛନ୍ତି ୧୫୦ କର୍ମଚାରୀ, ପ୍ରଶ୍ନ ପତ୍ର ପହଞ୍ଚାଉଛନ୍ତି ଠିକା କର୍ମଚାରୀ।

୬-କଟକଣା ଉଠାଉ ନାହାନ୍ତି ମମତା,ଆଳୁ ସଙ୍କଟ ଟଳୁନି, ଆସିଛି ମାତ୍ର ୨୭ ଟ୍ରକ ଆଳୁ।

୭-ବିଧାନସଭା ଅଧିବେଶନ ଚାଲୁ ରହିଥିବାରୁ ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।

୮-ଶାଶ୍ଵତ ମିଶ୍ର ହେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ, ରାଜପୁତ ରାଜ୍ୟପାଳଙ୍କ ପ୍ରମୁଖ ସଚିବ।

୯-ରାଜବ୍ୟାପୀ ଆଳୁ ହଲଚଲ୍, କୃତ୍ରିମ ଅଭାବ ଯୋଗୁଁ ଖାଉଟି କଲବଲ।

୧୦-ଭୁବନେଶ୍ୱର: ରାତି ଅଧିଆ ଚେକିଂ,୧୧୮ ଗାଡ଼ିକୁ ସିଜ୍ କଲା ପୋଲିସ,୧୫ ଜଣଙ୍କ ନାମରେ ମାମଲା ରୁଜୁ।

୧୧-ହୀରାକୁଦର ୨୦ଟି ଗେଟ୍‌ ଖୋଲିଲା: ଅତିରିକ୍ତ ଏସ୍‌ଆରସି କହିଲେ ବନ୍ୟା ଭୟ ନାହିଁ।

୧୨-ଚଢ଼ା ଦରରେ ଆଳୁ ବିକ୍ରି ବେଳେ ମନ୍ତ୍ରୀଙ୍କ ବଡ଼ ଦାବି । କହିଲେ, କିଲୋପିଛା ୩୨ ଟଙ୍କାରେ ମିଳିଲାଣି ଚାରିଆଡ଼େ ଆଳୁ । ପଶ୍ଚିମବଙ୍ଗରୁ ଆସିଛି ଟ୍ରକ।

୧୩-ରେଢାଖୋଲରେ ଡବଲ୍ ମଡ଼ର୍ର , ଶୋଇଥିବା ବେଳେ ଦମ୍ପତ୍ତିଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା।

୧୪-୩୧ରେ ପୁଣି ସୃଷ୍ଟି ହେବ ଘୂର୍ଣ୍ଣିବଳୟ,୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।

୧୫-ବୈତରଣୀ ନଦୀର ବଲ୍ଲଭିଘାଟ:ଶ୍ରାବଣରେ ଅଘଟଣ; ଜଳଲାଗି ପୂର୍ବରୁ ନଦୀରେ ବୁଡ଼ି କାଉଡ଼ିଆ ମୃତ।

୧୬-ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ ସରିଛି, ଖୁବ୍‌ଶୀଘ୍ର ମରାମତି କାମ ଆରମ୍ଭ କରିବ ଏଏସଆଇ : ଆଇନ ମନ୍ତ୍ରୀ

୧୭-ଛତିଶଗଡରୁ ଆସୁଛନ୍ତି, ଓଡିଶାରେ ଲୁଟୁଛନ୍ତି । ମୋ ବସରେ ଛକିଛନ୍ତି ଛତିଶଗଡ଼ି ମହିଳା ଲୁଟେରା

୧୮-ଓଡ଼ିଶାରୁ ଜମ୍ମୁ ଯିବେ ବିଏସଏଫ ଯବାନ; ଆତଙ୍କବାଦୀ ମୁକାବିଲା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି।

୧୯-ବଦଳିଲେ ୯ ରାଜ୍ୟର ରାଜ୍ୟପାଳ ; ସନ୍ତୋଷ ଗଙ୍ଗଓ୍ୱାର ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ, ବିଶ୍ୱଭୂଷଣଙ୍କ ସ୍ଥାନରେ ରାମେନ ଡେକାଙ୍କୁ ଛତିଶଗଡ଼ ଦାୟିତ୍ୱ।

୨୦-ନୂଆ ଦିଲ୍ଲୀ:IAS କୋଚିଙ୍ଗ ସେଣ୍ଟରରେ ପାଣି ପଶିବା ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି,ମାଲିକ ଓ ସଂଯୋଜକ ଗିରଫ।

୨୧-ପ୍ୟାରିସ୍‌ ଅଲିମ୍ପିକ୍ସ: ଦେଶ ପାଇଁ ପ୍ରଥମ ପଦକ ଆଣିଲେ ମନୁ ଭାକର।

୨୨-ଟି-୨୦ ମହିଳା ଏସିଆ କପ୍: ଭାରତକୁ ହରାଇ ଇତିହାସ ରଚିଲା ଶ୍ରୀଲଙ୍କା: ଜିତିଲା ପ୍ରଥମ ଏସିଆ କପ୍।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!