୧-ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ, ଓଡ଼ିଶାରେ ରହିବେ ୪ ଦିନ।
୨-ଛାତ୍ରଛାତ୍ରୀଙ୍କୁ ମିଳିବ ନବୀନ ଓଡିଶା ମ୍ୟାଜିକ କାର୍ଡ । ପିଲା ପାଇବେ ଆଧୁନିକ ସେବା ଓ ସୁବିଧା । ତେଜିଲା ରାଜନୀତିକ ବୟାନବାଜି।
୩-ଭୁବନେଶ୍ବର ପହଞ୍ଚିଲେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା, ଆଜି କୃଷି ଭବନ କାର୍ଯ୍ୟକ୍ରମରେ ଯୋଗଦେବେ।
୪-ବାରବାଟୀ ଷ୍ଟାଡିୟମ୍ର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ, ବିଭିନ୍ନ ଜିଲ୍ଲାରେ ହେବ ୪୧ଟି କ୍ରିକେଟ୍ ଏକାଡେମୀ।
୫-ମିଶନ ଶକ୍ତି ମା’ମାନଙ୍କ ଆକାଉଣ୍ଟକୁ ଗଲା ଟଙ୍କା, ମିଶନ ଶକ୍ତି ବଜାରର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।
୬-ନବୀନ ନିବାସରେ ଗହଳି, ଟିକେଟ୍ ଆଶାୟୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ଲାଗି ରହିଛି ଭିଡ଼।
୭-ଫେବୃଆରୀ ୨୯ରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ, ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୮-ଭୁଲ୍ ମାନିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । +୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲେ କର୍ତୃପକ୍ଷ । ଉତ୍ତର ଦେଇଥିଲେ ମିଳିବ ଗ୍ରେସ୍ ମାର୍କ।
୯-ଦାମନଯୋଡିରେ ଅଘଟଣ: ନିର୍ମାଣଧୀନ ବିଲ୍ଡିଂର ଛାତ ଭୁଷୁଡି ୨ ଶ୍ରମିକଙ୍କ ମୃତ୍ୟୁ।
୧୦-ବଲାଙ୍ଗିର ଭୀମଭୋଇ ମେଡିକାଲରେ ଶବ ଛାଡି ଫେରାର ସମ୍ପର୍କୀୟ, ତଦନ୍ତ ଆରମ୍ଭ କଲା ପୋଲିସ।
୧୧-ମାର୍ଚ୍ଚ ୨୨ରୁ ଖାତା ଦେଖା ଆରମ୍ଭ ହେବ,ମେ’ ୧୫ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ।
୧୨-କାମାକ୍ଷାନଗରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ରୁ ଅଧିକ ବାଇକ।
୧୩-୨୧ ଲୋକସଭା ଆସନ ପାଇଁ କଂଗ୍ରେସରେ ୭୮୦ ଆଶାୟୀ।
୧୪-ଶ୍ରୀଲିଙ୍ଗରାଜଙ୍କ ଟ୍ରଷ୍ଟବୋର୍ଡର ନିଷ୍ପତି:ରାତି ୧୦ରେ ଉଠିବ ମହାଦୀପ।
୧୫-କଟକ:ନକଲି ଡାକ୍ତର ଚିହ୍ନଟ ମାମଲା;OCMR ଅଧ୍ୟକ୍ଷକଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ।
୧୬-ଲିଫ୍ଟ ଟୋକ୍ନୋଲୋଜି ପାଠ୍ୟକ୍ରମ: ଅନଲାଇନ୍ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ଫେବୃୟାରୀ ୨୯।
୧୭-ବଲାଙ୍ଗୀର:ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଓ ୧୦ ହଜାର ଜୋରିମାନା।
୧୮-ସିନେମା ହଲରେ ପ୍ରଦର୍ଶିତ ହେବ ଭୋଟର ସଚେତନତା ସମ୍ବନ୍ଧୀୟ ଚଳଚ୍ଚିତ୍ର।
୧୯-ଇସ୍ରୋର ମିଶନ ‘ଗଗନଯାନ’ । ମହାକାଶକୁ ଯିବେ ୪ ମହାକାଶଚାରୀ । ଘୋଷଣା ହେଲା ୪ଜଣ ମହାକାଶଚାରୀଙ୍କ ନାଁ ।
୨୦-ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡିର ସମନ।
୨୧-ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଲାଗୁ ହେବ CAA, ଆବେଦନ ପାଇଁ ଅନଲାଇନ୍ ପୋର୍ଟାଲ୍ ପ୍ରସ୍ତୁତ।
୨୨-ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କଲା କଂଗ୍ରେସ, ହିମାଚଳ ପ୍ରଦେଶରେ ବିଜେପିର ବାଜିମାତ।
![]()
