ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଇଭିଏମ୍ ମେସିନ୍ ପ୍ରଦର୍ଶନ କେନ୍ଦ୍ର ଉଦଘାଟିତ

Adarsha Plus love with social

ଢେଙ୍କାନାଳ, ୧୭।୧: ଭୋଟରଙ୍କୁ ସଚେତନ କରାଇବା ପାଇଁ ଢେଙ୍କାନାଳ ଜିଲ୍ଲା ତା୧୭/୦୧/୨୪ରିଖ ଦିନ ଖୋଲିଛି ଇଭିଏମ୍ ପ୍ରଦର୍ଶନ କେନ୍ଦ୍ର । ସାଧାରଣ ନିର୍ବାଚନ ୨୦୨୪ ତଥା ଭୋଟର ମାନଙ୍କୁ ଏହି ଇଭିଏମ ମେସିନ ରେ କିପରି ଭୋଟ ଦେବେ ଓ ଆପଣ ଦେଇଥିବା ଭୋଟ ଆପଣଙ୍କ ମନୋନୀତ ପ୍ରାର୍ଥୀଙ୍କୁ ଭୋଟ ପଞ୍ଜିକୃତ ହେଇଛି କି ନାହିଁ ତା’ର ତଥ୍ୟ ମଧ୍ୟ ପ୍ରଦାନ କରିବ । ନିର୍ବାଚନ କମିଶନଙ୍କ ଏହି ପ୍ରୟାସ ଭୋଟରମାନଙ୍କ ପାଇଁ ସୁବିଧା ଆଣିପାରିବ । ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ- ୫୫ ନିର୍ବାଚନ ମଣ୍ଡଳୀଙ୍କ ଦ୍ବାରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଇଭିଏମ୍ ମେସିନ୍ ପ୍ରଦର୍ଶନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ସପନ କୁମାର ନନ୍ଦ, ସଦର ଡେପୁଟି କଲେକ୍ଟର, ଚନ୍ଦନ ନାୟକ ଓ ମୀରା ନାଏକ ଏବଂ ସହକାରୀ ଜିଲ୍ଲାପାଳ ଶୁଶାନ୍ତ ନାୟକ ଉପସ୍ଥିତ ଥିଲେ । ଭୋଟର ମାନଙ୍କୁ ଏହି ମେସିନ ଉପରେ ସଚେତନ କରାଯାଇଥିଲା ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!