Adarsha Plus love with social
Adarsha Plus love with social ଢେଙ୍କାନାଳ-କଟକ ଜିଲ୍ଲା ସୀମାବର୍ତୀ ୫୫ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ବନଦୁର୍ଗା ମା’ମଲ୍ଲିକେଶ୍ଵରୀ ପୀଠ ଠାରେ ମା’ଙ୍କର ଷୋଡଶ ଦିନାତ୍ମକ ପୂଜାର ସପ୍ତମ ଦିବସରେ ବଳଦିଆବନ୍ଧ ଓ ନଡିଆଳି ଗ୍ରାମପଂଚାୟତର ବୁଦ୍ଧିଜୀବି, ସମାଜସେବୀ, ଯୁବ ସେଚ୍ଛାସେବୀ ଓ ମା’ଙ୍କର ଭକ୍ତମଣ୍ଡଳୀଙ୍କର ଏକ ସମାବେଶ ‘ବନଦୁର୍ଗା ମା’ ମଲ୍ଲିକେଶ୍ଵରୀ ଟ୍ରଷ୍ଟ’ ଆହ୍ବାନରେ ପୂର୍ବତନ ଭାରତୀୟ ସେନା ଅଧିକାରୀ ଶଙ୍କର୍ଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାବେଶରେ ମା’ଙ୍କର ନୂତନ ନିର୍ମାଣଧୁନ […]

Adarsha Plus love with social