ଏଇତ ଦୁନିଆଁ

Adarsha Plus love with social

ତାରିଖ ୨୩/୦୩/୨୪, ଶନିବାର

୧-ରାଜ୍ୟରେ ସବୁ ଆସନରେ ଲଢ଼ିବ ବିଜେଡି, ସୋସିଆଲ ମିଡିଆରେ ସ୍ପଷ୍ଟ କଲେ ବବି ଦାସ।

୨-ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତ, ଅପରାହ୍ନ ସାଢେ଼ ତିନିଟାରେ ଗଢ଼ିବ ରୁକୁଣା ରଥ।

୩-ଭୁବନେଶ୍ୱର -ରାଉରକେଲା ଇଣ୍ଟରସିଟି ଟ୍ରେନରେ ଅଗ୍ନିକାଣ୍ଡ, ଟ୍ରେନ ଅଟକାଇ ନିଆଁ ଆୟତ।

୪-ଭୁବନେଶ୍ୱର: କିସ୍ ବିଶ୍ବବିଦ୍ୟାଳୟକୁ ନାକ୍ ର ‘ଏ’ ଗ୍ରେଡ଼ ମାନ୍ୟତା।

୫-ଉମରକୋଟ:ଠକେଇର ନୂଆ ତରିକା,ତାନ୍ତ୍ରିକ ବେଶରେ ଆସିଲେ ଦମ୍ପତିଙ୍କଠୁ ଲୁଟିନେଲେ ସୁନାରୂପା ଅଳଙ୍କାର।

୬-ବିଜେପିରେ ମିଶିଲେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ।

୭-ବିଧାୟକ ସୁର ରାଉତରାୟଙ୍କ ରାଜନୈତିକ ଜୀବନର ୫୦ବର୍ଷ ପୂର୍ତ୍ତି, ସମ୍ବର୍ଦ୍ଧନା ଜଣାଇଲେ ଜଟଣୀବାସୀ।

୮-କିଟ୍ ଛକ:ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ,ମାରୁତି ଇଷ୍ଟେଟ୍ ରେ ନିଆଁ,ଜଳିଗଲା କୋଟି କୋଟି ଟଙ୍କାର ସମ୍ପତ୍ତି।

୯-୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ।

୧୦-ମେଣ୍ଟ ଦ୍ବନ୍ଦ୍ବ ଦୂର: ମନମୋହନଙ୍କ ପୋଷ୍ଟକୁ ତୁଙ୍ଗ ନେତାଙ୍କ ସମର୍ଥନ।

୧୧-ରାୟଗଡ଼ା:ସୌନ୍ଦର୍ଯ୍ୟର ଗନ୍ତାଘର ନିୟମଗିରି ପାହାଡ଼; ପର୍ଯ୍ୟଟକଙ୍କ ପାଇଁ ନାହିଁ ପର୍ଯ୍ୟାପ୍ତ ସୁବିଧା।

୧୨-ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି।

୧୩-ନୂଆ ଦିଲ୍ଲୀ:ଇସ୍ରୋ ପକ୍ଷରୁ ପୁଷ୍ପକ ବିମାନର ସଫଳ ପରୀକ୍ଷଣ।

୧୪-ବିଜୟରୁ ଚେନ୍ନାଇ ସୁପରକିଙ୍ଗସର ଅଭିଯାନ, ଆରମ୍ଭରୁ ଝୁଣ୍ଟିଲା RCB।

୧୫-୨୦୨୪ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି।

୧୬-କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଆନ୍ନା ହଜାରେ, କହିଲେ- ଏହା ତାଙ୍କ କର୍ମ ଫଳ।

୧୭-୨୮ ପର୍ଯ୍ୟନ୍ତ ଇଡି ହାଜତକୁ ଗଲେ କେଜରିଓ୍ବାଲ,ଖଟ ମିଳିଲାନି,ଚଟାଣରେ ଶୋଇଲେ।

୧୮-ସେନା ପ୍ରତ୍ୟାହାର ପରେ ଭାରତଠାରୁ ମାଳଦ୍ୱୀପର ଋଣ ଛାଡ଼ ଦାବି।

୧୯-ପ୍ରଧାନମନ୍ତ୍ରୀ ମୋଦି ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ।

୨୦-ବୋଷ୍ଟରନ ମାସାଚୁସେଟ୍ସ ଜେନେରାଲ୍ ହସ୍ପିଟାଲ:ଚିକିତ୍ସା ବିଜ୍ଞାନର ଆଉ ଏକ ମାଇଲଷ୍ଟୋନ; ମଣିଷ ଶରୀରରେ ଘୁଷୁରି କିଡନୀର ସଫଳ ପ୍ରତିରୋପଣ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!