ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ

Adarsha Plus love with social

ଢେଙ୍କାନାଳ : ଗତକାଲି (୨୨/୧୧/୨୦୨୩) ଅପରାହ୍ନରେ ମୁନିସିପାଲିଟି କଲ୍ୟାଣି ମଣ୍ଡପ ରୁ ରାଜ୍ୟ ସରକାର ଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନୁଯାୟୀ ଜିଲ୍ଲାର ୧୧୨ ବରିଷ୍ଠ ନାଗରିକ ନିଜର ଯାତ୍ରା ଆରମ୍ଭ କରିଛନ୍ତି l ଏହି ଯାତ୍ରା ର ଶୁଭାରମ୍ଭ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ,ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ନିର୍ବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ନୀଳ ପତକା ଦେଖାଇ କରିଛନ୍ତି l ଏହି ଯାତ୍ରା ଆଜି ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଶୁଭାରମ୍ଭ ହେବ l ଏହି ୧୧୨ ତୀର୍ଥ ଯାତ୍ରୀ ଋଷିକେଶ ଏବଂ ହରିଦ୍ୱାର ତୀର୍ଥ ଯାତ୍ରା ରେ ଯିବେ l

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!