Adarsha Plus love with social
Adarsha Plus love with social ତାରିଖ ୦୭/୦୩/୨୪, ଗୁରୁବାର ୧-ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,ମେ’ ପହିଲାଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇପାରିବେ। ୨-ଭୁବନେଶ୍ୱର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା। ୩-ନବୀନ ନିବାସରେ ବିଜେଡିର ବୈଠକ ଶେଷ, ଯୋଗ ଦେଇଥିଲେ ବରିଷ୍ଠ ନେତା ଓ ମନ୍ତ୍ରୀ; ଘୋଷଣାକୁ ଅପେକ୍ଷା। ୪-ଇତିହାସ ସୃଷ୍ଟି କଲେ ନବୀନ ସରକାର,ଦିନକରେ ଲୋକମାନଙ୍କ ସମସ୍ୟା ହେଲା ସମାଧାନ,୬୯୧ ପ୍ରକଳ୍ପକୁ ମିଳିଲା […]

Adarsha Plus love with social