ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ମହିଳା ଶାଖା ପକ୍ଷରୁ ସେବାକାର୍ଯ୍ୟ

Adarsha Plus love with social

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ମହିଳା ଶାଖା ପକ୍ଷରୁ ଏକ ସେବା କାର୍ଯ୍ୟ ହାତକୁ ନେଇ ଷ୍ଟେସନ ପଛ ପାଖ ଶୀତଳା ବସ୍ତିରେ ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ମହିଳା ସଭାନେତ୍ରୀ ପ୍ରଭାତୀ ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉପସଭାନେତ୍ରୀ ବନଜା ମାନସିଂହ, ସାଜେଦା ପରବିନ, ମେଘା ଦିଦି, ସୁଚିତ୍ରା ସେନାପତି, ସୋନାଲି ବେହେରା , ପୂଜା ଦୋରା ଫୋରମ୍ ର ମାର୍ଗଦର୍ଶକ ପଙ୍କଜ ନାୟକ ସମ୍ପାଦକ ଭାରତ କୁମାର ଦାସ ଆଦି ଉପସ୍ଥିତ ଥିଲେ । ସହସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ସମସ୍ତ ଅୟୋଜନ କରିଥିଲେ ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!