ଖବର ଆଜିର

Adarsha Plus love with social

୧-ଶ୍ରୀଲିଙ୍ଗରାଜଙ୍କ ମହାବାରୁଣୀ ବୁଡ଼,ପାଳନ ହେଲାନି,କେବଳ ନୀତି କାନ୍ତି ସମ୍ପନ୍ନ।

୨-ମହାକାଶରେ ମହାଜାଗତିକ ଘଟଣା, ଏପ୍ରିଲ୍ ୮ରେ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ,ଭାରତରେ ଦେଖାହେବନି।

୩-କଟକରେ ବ୍ଯାପିଲା କାମଳ;୭୦ ଆକ୍ରାନ୍ତ।

୪-ସାରା ରାଜ୍ୟରେ ଅସହ୍ୟ ତାତି, ଆଜି କମିପାରେ ତାପମାତ୍ରା।

୫-ବନମାଳିପୁର: ଆରମ୍ଭ ହେଲା ମାଇପି ମେଳା,୫୦ ହଜାର ଶ୍ରଦ୍ଧାଳୁଙ୍କ ହେଲା ସମାଗମ।

୬-ରାଜଧାନୀ ପ୍ରତିଷ୍ଠା ଦିବସ: ହେବନି ବେସାମରିକ ପରେଡ ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ଛାତ୍ରଛାତ୍ରୀ।

୭-ଭୁବନେଶ୍ୱର: ସ୍ଥାନାନ୍ତର ହେବେ ୧୧୦ କଏଦୀ , ଅଦାଲତରେ କାରାଗାର ବିଭାଗର ଆବେଦନ।

୮-ବିଜେପି-ବିଜେଡି ଛକାଛକି ଖେଳ; ଝୁଲି ରହିଛି ୧୮ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ।

୯-କଣିହାଁ ଏନଟିପିସିରେ ଅଗ୍ନିକାଣ୍ଡ ; ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ।

୧୦-ଅସହ୍ୟ ଖରା ପାଇଁ ୬ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ।ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଖୋର୍ଦ୍ଧା କେନ୍ଦ୍ରାପଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ସ୍କୁଲ ସମୟ ବଦଳିଛି।

୧୧-ବିଜେପି ଛାଡ଼ିଲେ ରଘୁନାଥ ମହାନ୍ତି, ପୁଣି ବିଜେଡିକୁ ଫେରିବ ନେଇ ଚର୍ଚ୍ଚା।

୧୨-ପିତା ପଲ୍ଲୀ:ଖାଲ ଭିତରକୁ ପଶିଗଲା ମୋ ବସ୍,୧୬ ଯାତ୍ରୀ ଆହତ,୬ ଗୁରୁତର।

୧୩-ଭୁବନେଶ୍ୱର:ଦେବ ପ୍ରକାଶ ଶତପଥୀ ଓଜେଇଇର ଭାରପ୍ରାପ୍ତ ଅଧକ୍ଷ।

୧୪-ଆସନ୍ତାବର୍ଷ SCBରେ ହୃତ୍ ପ୍ରତିରୋପଣ,ଦୁଇ ଡାକ୍ତରି ଦଳକୁ ପ୍ରଶିକ୍ଷଣ।

୧୫-ରାୟଗଡ଼ା: ରାୟଗଡ଼ା ଗୁଣପୁର ବ୍ଲକର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ସରୋଜ ପଣ୍ଡାଙ୍କୁ ୩ ବର୍ଷ ଜେଲ।

୧୬-ଗଞ୍ଜାମ,ସୋମପୁର ଛକ: ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ଯାନ୍,୨ ଦଣ୍ଡୁଆ ମୃତ,୧୫ ଗୁରୁତର।

୧୭-ଭୁବନେଶ୍ୱର:ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ୍ ଘଟଣା ,ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରଙ୍କ ସହିତ ପତ୍ନୀ ବି ଗିରଫ।

୧୮-ବିନିକା ପୋଲିସ:ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା । ଆନ୍ଧ୍ର ନମ୍ବର ଥିବା କାର ଯାଞ୍ଚ ବେଳେ ୫୫ ଲକ୍ଷ ଟଙ୍କା ଜବତ।

୧୯-ଅଂଶୁଘାତ ରୋକିବାକୁ ପଦକ୍ଷେପ, ଦିନ ୧୧ରୁ ସାଢେ଼ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ମନା।

୨୦-ଲିଭ୍ ଇନରେ ମଧ୍ୟ ଛାଡ଼ପତ୍ର, ବିବାହ ନକରିଥିଲେ ମଧ୍ୟ ଦେବାକୁ ପଡ଼ିପାରେ ଭତ୍ତା:ମଧ୍ୟପ୍ରଦେଶ ହାଇକୋର୍ଟ ।

୨୧-ପଶ୍ଚିମବଙ୍ଗ:ବିସ୍ଫୋରଣ ଯାଞ୍ଚ କରିବାକୁ ଯାଇଥିଲେ, ଆକ୍ରମଣର ଶିକାର ହେଲେ NIA ଅଧିକାରୀ।

୨୨-IIT ନିଶାକୁ ଧକ୍କା: ଏବର୍ଷ ନିଯୁକ୍ତିରୁ ବଞ୍ଚିତ ବମ୍ବେ IITର ୩୬%ଛାତ୍ରଛାତ୍ରୀ।

୨୩-ବେଙ୍ଗାଲୁରୁରେ ଧାର୍ମିକ କାର୍ଯ୍ୟକ୍ରମ ବେଳେ ଅଘଟଣ, ଭୂଷୁଡି ପଡିଲା ୧୨୦ ଫୁଟ ଉଚ୍ଚ ଠାକୁରଙ୍କ ରଥ।

୨୪-ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ନୂଆ ମୋଡ଼ । ମାମଲାରେ ବିଜେପି ଓ ଟିଡିପି ନେତାଙ୍କ କନେକ୍ସନ! ଇଡିକୁ ଦିଲ୍ଲୀ ମନ୍ତ୍ରୀଙ୍କ ୫ ପ୍ରଶ୍ନ।

୨୫-IPL:ବିରାଟ କୋହଲିଙ୍କ ଉପରେ ଭାରି ପଡ଼ିଲେ ଜୋସ୍ ବଟଲର, ବେଙ୍ଗାଲୁରୁକୁ ହରାଇ ଶୀର୍ଷରେ ରାଜସ୍ଥାନ।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!