ଏଇତ ଦୁନିଆଁ

Adarsha Plus love with social

ତାରିଖ:୦୯/୦୩/୨୪, ଶନିବାର

୧-ନିର୍ବାଚନ ପୂର୍ବରୁ ଛପାଯିବ ବର୍ଣ୍ଣବୋଧ,ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ମୁଦ୍ରଣ।

୨-ଚଣ୍ଡିଖୋଲ: ହରିଦାସପୁର – ପାରାଦୀପ ଲାଇନରେ ଚାଲିଲା ପ୍ରଥମ ଯାତ୍ରୀବାହୀ ରେଳ।

୩-କଟକ:୧୫ରୁ ମାଟ୍ରିକ ଖାତା ଦେଖା, ମୂଲ୍ୟାୟନକାରୀଙ୍କୁ ମିଳିଲା ନିଯୁକ୍ତି ପତ୍ର।

୪-ମେଣ୍ଟ ଖବରରେ ବ୍ରେକ୍ ଦେଲେ ମନମୋହନ, କହିଲେ- ଏକା ଲଢିବ ବିଜେପି।

୫-ମେଣ୍ଟରୁ ଫାଇଦା ଅପେକ୍ଷାରେ କଂଗ୍ରେସ, ଦିଲ୍ଲୀ ଗଲେ ପିସିସି ସଭାପତି ଶରତ, ନରସିଂହ।

୬-ଆଧ୍ୟାତ୍ମିକତାର ଅପୂର୍ବ ଶିହରଣ: ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁ।

୭-ଏଥର ବି ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ୍ ଦିଆଯିବ:5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍।

୮-ପୁଣି କେନ୍ଦ୍ରାପଡା ରାଜନଗରରେ କୁମ୍ଭୀର ଆତଙ୍କ, ପରିବାଚାଷ ପାଇଁ ପାଣି ଦେଉଥିଲେ, ଟାଣିନେଲା କୁମ୍ଭୀର।

୯-ମହାନଦୀରୁ ମିଳିଲା ୬୦ରୁ ଅଧିକ ନାଗ ମୂର୍ତ୍ତି, କଟକ ଜିଲା ବାଙ୍କୀର ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ନିକଟରୁ ମହାନଦୀରୁ ମିଳିଛି ୬୦ରୁ ଅଧିକ ପିତଳ ନାଗ ମୂର୍ତ୍ତି ଓ ବୃଷଭଙ୍କ ଦୁଇଟି ମୂର୍ତ୍ତି।

୧୦-ଓଡ଼ିଶାରୁ ଫେରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଉଚ୍ଚ ପ୍ରଶଂସା କଲେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ।

୧୧-ବୌଦ୍ଧ:କୋଟିଏ ଟଙ୍କାର ବିପୁଳ ପରିମାଣର ଗଞ୍ଜେଇ ଜବତ, ମାଫିଆ ଫେରାର।

୧୨-ପାରାଦୀପରେ ମତ୍ସ୍ୟଜୀବୀଙ୍କ ଚରମ ନିଷ୍ପତି: ୬ ଦଫା ଦାବି ପୂରଣ ନହେଲେ ଭୋଟ୍ ବର୍ଜନ କରିବେ ୧୪ ଲକ୍ଷ ମତ୍ସ୍ୟଜୀବୀ।

୧୩-ବ୍ୟାଙ୍କ କର୍ମଚାରୀଙ୍କ ବେତନ ବୃଦ୍ଧି ପ୍ରସ୍ତାବରେ ବାଜିଲା ମୋହର, IBA ଓ ବ୍ୟାଙ୍କ ୟୁନିୟନ ମଧ୍ୟରେ ରାଜିନାମା।

୧୪-ରାଜ୍ୟସଭାକୁ ମନୋନୀତ ହେଲେ ସୁଧା ମୂର୍ତ୍ତି, ଏକ୍ସ ପୋଷ୍ଟ୍‌ କରି ସୂଚନା ଦେଲେ ମୋଦୀ।

୧୫-ଅନ୍ତର୍ଜାତୀୟ ମହିଳା ଦିବସରେ ମୋଦୀଙ୍କ ବଡ ଭେଟି, ଗ୍ୟାସ ସିଲିଣ୍ଡର ପିଛା ୧୦୦ଟଙ୍କା ହ୍ରାସ କରିଥିବା ଏକ୍ସ ଆକାଉଣ୍ଟରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ।

୧୬-ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା: କେରଳର ୱାଏନାଡରୁ ଲଢିବେ ରାହୁଲ ଗାନ୍ଧୀ।

୧୭-ରାଜସ୍ଥାନର କୋଟାରେ ମହାଶିବରାତ୍ରୀ ଶୋଭାଯାତ୍ରାରେ ବଡ଼ ଅଘଟଣ, କରେଣ୍ଟ ଲାଗି ୧୪ ପିଲା ହସ୍ପିଟାଲରେ ଭର୍ତ୍ତି।

୧୮-କ୍ୱାଡ୍ ଗୋଷ୍ଠୀ ଭାରତ-ଜାପାନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ – ଜୟଶଙ୍କର।

୧୯-ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନରେ ଆଗୁଆ।

୨୦-ପାକିସ୍ଥାନ:ରାଷ୍ଟ୍ରପତି ହେବାକୁ ପ୍ରସ୍ତୁତ ଅଛନ୍ତି ଆସିଫ୍ ଅଲ୍ଲୀ ଜରଦାରୀ।

Loading


Adarsha Plus love with social

Leave a Reply

Your email address will not be published. Required fields are marked *

error: Content is protected !!