ତାରିଖ :୧୪/୦୧/୨୪, ରବିବାର
୧- ୫-ଟି ବିଦ୍ୟାଳୟ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟ:୬ ଜିଲ୍ଲାର ୩୨୭ ବିଦ୍ୟାଳୟ ଲୋକାର୍ପିତ।
୨- ରାଜ୍ୟରେ ଆରମ୍ଭ ହେଲା ‘ଇ ଲେକ୍ଚର’: ଛାତ୍ରଛାତ୍ରୀଙ୍କ ପାଠପଢା ହେବ ଅଧିକ ସହଜ।
୩- କୁମ୍ଭୀର ଗଣନା -୨୦୨୪:କନିକା ବନଖଣ୍ଡରେ ୧୪୨୨ଚିହ୍ନଟ,୫୧ ଜୋନରେ ବଢ଼ିଛି ୧୮।
୪- ଭୁବନେଶ୍ୱର:୧୭ ତାରିଖରୁ ୨୦ ଯାଏଁ ଉତ୍ତର, ପଶ୍ଚିମରେ ହାଲୁକା ବର୍ଷା ସମ୍ଭାବନା।
୫- ‘ବେଟି ବଚାଓ, ବେଟି ପଢାଓ’ ଲୋଗୋ ବ୍ଯବହାର କର:ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ UGCର ନିର୍ଦେଶ।
୬- ପୁରୀ:ସରିଲା ଅଙ୍କୁରାରୋପଣ ବିଧି, ଆଜି ଅଙ୍କୁରପୂଜନ ସହ ହେବ ଯଜ୍ଞ ଅଧିବାସ।ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ ।
୭- ରାଜ୍ୟ ରେଳ ମାନଚିତ୍ରରେ ଯୋଡି ହେଲା ନୀଳଗିରି: ମେମୁ ଟ୍ରେନର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ।
୮- ଢ଼େଙ୍କାନାଳ ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ । ୩ ଦିନରେ ଧରାପଡ଼ିଲେଣି ୧୦ ଲୁଟେରା।
୯- ବିଶ୍ୱର ଶ୍ରେଷ୍ଠ ଚାଉଳ ମାନ୍ୟତା ପାଇଲା ଭାରତୀୟ ବାସୁମତି ଚାଉଳ।
୧୦- କୋରାପୁଟ,ଚଣାବାଡ ପଞ୍ଚାୟତ:ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା; ଗଛରେ ଝୁଲି ପଡ଼ିଲେ ଯୁବକ, ଯୁବତୀ।
୧୧- ମୟୂରଭଞ୍ଜ, ଶଙ୍କରପୁର: ମୁହାଁମୁହିଁ ପିଟି ହେଲା ବାଇକ୍,୩ ମୃତ ୨ ଗୁରୁତର।
୧୨- ସମ୍ବଲପୁରରେ ଏଥର ହେବ ହେଭିଓ୍ଵେଟ୍ ଲଢ଼େଇ, ସବୁଠି ଚର୍ଚ୍ଚା ଧର୍ମେନ୍ଦ୍ର ବନାମ ବବି।
୧୩- ଲମତାପୁଟ:୧୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ବୋଲେରୋ ଜବତ, ମାଫିଆ ଫେରାର।
୧୪- ବିଶ୍ଵକର୍ମା ଯୋଜନା:ସରକାର ଦେଉଛନ୍ତି ୧୫ ହଜାର ଟଙ୍କା! ମାଗଣାରେ କରନ୍ତୁ ଆବେଦନ।
୧୫- ରିଲାଏନ୍ସ ପକ୍ଷରୁ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ସ୍ନାତକ ଇଞ୍ଜିନିୟର ଟ୍ରେନି ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ।
୧୬- ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ହାତରେ ‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱ ଭାର।
୧୭- ନେପାଳରେ ନଈକୁ ଖସିଲା ଯାତ୍ରୀବାହୀ ବସ୍, ୧୨ ମୃତ, ମୃତକଙ୍କ ମଧ୍ୟରେ ୨ ଭାରତୀୟ।
୧୮- ଇନ୍ଦୋର: ଆଫଗାନିସ୍ତାନ ବିପକ୍ଷ ୨ୟ T 20 ଆଜି, ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ।
![]()
